ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ

ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଅଞ୍ଚଳ ହଟ୍‌ସ୍ପଟ୍‌ ଭୁବନେଶ୍ବର : ରାଜଧାନୀରେ ଏବେ ଡେଙ୍ଗୁ କାୟା ମେଲାଇଲାଣି। ସବୁ ଅଞ୍ଚଳରୁ ଏବେ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ‌ହେଉଛନ୍ତି। କିନ୍ତୁ ବିଏମ୍‌ସି ପାଖରେ ଏ ନେଇ ସବିଶେଷ ତଥ୍ୟ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ନ ଥିବାବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଲାଣି। ଏବେ ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଏବଂ ଏହା ନିକଟବର୍ତ୍ତୀ … Continue reading ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ